#factvideo
#odiafact
#odiafactvideo
#animalfacts
#animalshorts
#hirakuddam
#newfacts
#viralanimals
#shortsfeed

Disclaimer –

Under Section 107 of the Copyright Act 1976 , allowance is made for ” fair use ” for purposes such as criticism , comment , news reporting , teaching , scholarship , and research . Fair use is a use permitted by copyright statute that might otherwise be infringing . Non profit , educational , or personal use tips the balance in favor of fair use .

Share.

42 Comments

  1. Nija jiban bancheiba pain par upare nirbharata yeha katu satya tulasidas kahichhanti. Jiwai jiw ahara. Bina jiw jiwai nahi koi. Om manthan karantu arth baharibo. Om. Jai jagannath. Om.

  2. ଭାଇ ଆମେ ସମସ୍ତେ ଜାଣିଛେ ଯେ, ଆମେ ଛୋଟ ବେଳୁ ବିଭିନ୍ନ ଜୀବଜନ୍ତୁଙ୍କୁ ମାରି ଖାଉଛେ। କାହିଁକି ନା ଛୋଟ ବେଳେ ଆମେ ଏ ସବୁ ବିଷୟରେ ଜାଣିନଥିଲେ। ଏସବୁ ବିଷୟରେ ଭାବିଲେ ଆମକୁ ଏବେ ଦୁଃଖ ଲାଗୁଛି। ଆମ ହିନ୍ଦୁ ଧର୍ମରେ କୌଣସି ଜୀବଜନ୍ତୁ ଙ୍କ ପ୍ରତି ଅତ୍ୟାଚାର କରିବା ଠିକ୍ ନୁହେଁ। ତେଣୁ ଆମେ ଏବେ ଠାରୁ ଶାକାହାରୀ ହେଇଯିବା ଏବଂ ଆମର ଆଗାମୀ ପିଢ଼ି ଙ୍କୁ ଏସବୁ ଖରାପ ଯଥା ସମ୍ଭବ ଦୁରେଇ ରଖିବା। ଜୟ ଜଗନ୍ନାଥ 🙏

  3. ମଣିଷ ତ ମଣିଷ ମାରି ଦଉଚି । ମାଛ ମାରିବା ଟା ତା ପାଇଁ କିଛି ବଡ଼ କଥା ନୁହେଁ

  4. ଆମ ସ୍ଵାଦ ପଛରେ ଯଦି ଏତେ କଷ୍ଟ ଅଛି ତ ଆମେ ନିରାମିଶାଷି ହୋଇ ଯିବାରେ ଅସୁବିଧା କଣ?
    ଆଗରୁ କେବେ ଭାବିନଥିଲେ ତ ଖାଇ ଚାଲି ଥିଲେ।ଏବେ ଜାଣିବା ପରେ ଆଉ ନୁହେଁ।

  5. ଏହା କଣ ଗୋଟେ ନୁୱା କଥା କହିଲୁ
    ମାଛ ତ ସବୁ ଦିନ ମାରୁଛନ୍ତି 😂😂😂😂😂😂😂😂😂😂😂😂😂😂😂😂😂

Leave A Reply